ପାକିସ୍ତାନକୁ ପୁଣି ପାନେ:ହାଇଦ୍ରାବାଦ ନିଜାମ ମାମଲାରେ ଭାରତ କରିଥିବା ଅଦାଲତ ଖର୍ଚ୍ଚର ୬୫% ଭରଣା କରିବ ପାକିସ୍ତାନ

ଲଣ୍ଡନ: ହାଇଦ୍ରାବାଦ ନିଜାମ ମାମଲାରେ ଭାରତ ଏବଂ ନିଜାମଙ୍କର ଦୁଇ ଉତ୍ତରାଧିକାରୀ ପକ୍ଷ ଅଦାଲତରେ କରିଥିବା ବ୍ୟୟ ଅର୍ଥର ୬୫% ଭରଣା କରିବାକୁ ଗୁରୁବାର ଦିନ ‘ଇଲଣ୍ଡ୍‌ ଆଣ୍ଡ୍‌ ୱେଲସ ’ ହାଇକୋର୍ଟ ପାକିସ୍ତାନକୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ମାସରେ ଅଦାଲତ ଏହି ମାମଲାରେ ଭାରତ ଏବଂ ହାଇଦ୍ରାବାର ୭ମ ନିଜାମଙ୍କର ଦୁଇ ଉତ୍ତରାଧିକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ୧୯୪୮ ମସିହାରେ ନିଜାମ ଲଣ୍ଡନ୍‌ର ଗୋଟାଏ ବ୍ୟାଙ୍କ୍‌କୁ ୧ ନିୟୁତ … Continue reading ପାକିସ୍ତାନକୁ ପୁଣି ପାନେ:ହାଇଦ୍ରାବାଦ ନିଜାମ ମାମଲାରେ ଭାରତ କରିଥିବା ଅଦାଲତ ଖର୍ଚ୍ଚର ୬୫% ଭରଣା କରିବ ପାକିସ୍ତାନ